ସାତ ସମୁଦ୍ର ପାର କରି ଓଡ଼ିଆ କଳାକାରଙ୍କୁ ମିଳିଲା ସହାୟତା । ଆମେରିକାରୁ ଓଡ଼ିଶାର କଳାକାରଙ୍କୁ ସହାୟତା । ଦୁଇ ଓଡ଼ିଆ ଭଉଣୀଙ୍କ ସହାୟତା ପ୍ରଦାନ । ସୁଦୁର ଆମେରିକାରେ ବାସ କରୁଥିବା ଦୁଇ ଓଡ଼ିଆ ଭଉଣୀ ଶ୍ରୁତି ମିଶ୍ର ଓ ସ୍ୱାତୀ ମିଶ୍ରଙ୍କର ଓଡ଼ିଶାର କଳାକାରଙ୍କ ନିମନ୍ତେ ଆର୍ଥିକ ସହାୟତା .... ଯାହାକୁ ନେଇ ବର୍ତ୍ତମାନ ସବୁଠି ଛୁଟିଛି ପ୍ରଶଂସାର ସୁଅ ..
#ArgusNews #Odisha #United_States #Odia_Artists
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app