ପ୍ରଫୁଲ୍ଲ ବିଶ୍ବାଳଙ୍କ ମୃତ୍ୟୁ ପ୍ରି ପ୍ଲାନ୍ଡ ମର୍ଡର । ଗୋଟିଏ ପରେ ଗୋଟିଏ ଖୁଲାସା ହତ୍ୟାର ସନ୍ଦେହକୁ ବଢାଇଛି । ଆଜି ଗଣମାଧ୍ୟମ ସାମ୍ନାରେ ଚାଞ୍ଚଲ୍ୟକର ତଥ୍ୟ ରଖିଛନ୍ତି ପ୍ରଫୁଲ୍ଲ ବିଶ୍ବାଳଙ୍କ ନାବାଳକ ପୁଅ । କହିଛନ୍ତି 5 ତାରିଖ ଦିନ ଫୋନ୍ କରିଥିଲେ ପ୍ରଫୁଲ୍ଲ । କହିଲେ ମାମାକୁ କହିବୁ ମୁଁ ଟେନସନ୍ରେ ଅଛି ମୋ ଆକ୍ସିଡେଣ୍ଟ ହେଲେ କାହାକୁ ଦାୟୀ କରିବ ନାହିଁ....
#ArgusNews #Odisha #Praful_Biswal #Death