ବଢୁଛି ବଗଲା ଧର୍ମଶାଳା ଜମି ବିବାଦ । ବଗଲା ଧର୍ମଶାଳାରେ ଯାତ୍ରୀଙ୍କ ପାଇଁ ବିଶ୍ରାମସ୍ଥଳ ନିର୍ମାଣ କାମ ହଠାତ ବନ୍ଦ କରିବା ନେଇ ପର୍ଯ୍ୟଟନ ସଚିବଙ୍କ ଏକ ଚିଠିକୁ ନେଇ ଆଜି ସରକାରଙ୍କୁ କାଠଗଡାରେ ଠିଆ କରିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ....
#ArgusNews #Puri #Bagala_Land_Issue #SambitPatra #BJP