ବିଭିନ୍ନ ସମୟରେ ବାତ୍ୟା ବନ୍ୟା ପରି ପାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛନ୍ତି ରାଜ୍ୟବାସୀ । ଏଥିରେ ଅନେକାଂଶରେ କ୍ଷତିଗ୍ରସ୍ତ ମଧ୍ୟ ହେଉଛନ୍ତି । ବିପର୍ଯୟରେ କ୍ଷତିଗ୍ରସ୍ତ ହୋଇଥିବା ରାଜ୍ୟ ପାଇଁ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଅନୁଦାନ ଘୋଷଣା କରୁଥିବା ବେଳେ ଏବେ ବି ଫନି ବାତ୍ୟାରେ କ୍ଷତିଗ୍ରସ୍ତଙ୍କ ପାଖରେ ଯୋଜନା ଅପହଞ୍ଚ...
#ArgusNews #Odisha #Cuttack #Banki #Fani #Help #Govt_Scheme_Fail