ରାଜ୍ୟ ସରକାରଙ୍କ ସହ ସକାରାତ୍ମକ ଆଲୋଚନା ହୋଇଛି । Cadre restructure ଓ ପଦୋନ୍ନତି ନେଇ କଥା ହେଲୁ । ଆମେ ଅଭିମାନ ଭାଙ୍ଗିଲୁ । ଆସନ୍ତା 28 ତାରିଖରେ ଆମେ 15 ହଜାର କର୍ମୀ ଟୀକା ନେବୁ : ରାଜ୍ୟ ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ ମହାସଂଘର ଆବାହିକା ମମତା ନାୟକ...
#ArgusNews #CoronaVaccine #HealthDepartment
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app