ଶ୍ରୀମନ୍ଦିରରେ ହେଲା ମହାସ୍ନାନ। ଭିତରକାଠ ନିକଟରେ ଥିବା ଧୁକୁଡି ଦ୍ବାର ପାର୍ଶ୍ବବର୍ତ୍ତୀ ସ୍ଥାନରେ ରକ୍ତ ପଡିଥିବା ଦୃଷ୍ଟିକୁ ଆସିବାରୁ ମହାସ୍ନାନ ହେଲା ଶ୍ରୀମନ୍ଦିର । ସୁଦୁସୁଆର ସେବାୟତ ମାନେ କଲେ ଏହି ନୀତି ....
#ArgusNews #Srimandira #Puri #Mahasnananiti #Srijagannath