ଆତ୍ମନିର୍ଭର ଭାରତର ଅନନ୍ୟ ଉଦାହରଣ
ଭଦ୍ରକ ଧାମନଗର ବ୍ଲକ ଅଧିନସ୍ଥ ରାଧାବହ୍ଲବପୁର ପଞ୍ଚାୟତର ଷୋଳଗାଁ ଗ୍ରାମର ମହିଳାମାନେ ନିଜର ହାତ ତିଆରି ରଙ୍ଗ ବେରଙ୍ଗର କାଇଁସର ବିଭିନ୍ନ ସରଞ୍ଜାମ ପ୍ରସ୍ତୁତ କରି ଗାଁ ପାଇଁ ଗୌରବ ଆଣିଛନ୍ତି । ପାଖ ଖେତରେ ଥିବା କାଇଁସକୁ କାଟି ଆଣି ତାକୁ ଶୁଖାଇ ରଙ୍ଗ ଦେଇ କାଇଁସର ପାଛିଆ, ଡାଲା, ମାଣ, ସେର ଓ ଗଉଣି ଆଦି ବିଭିନ୍ନ ଘରକରଣା ସାମଗ୍ରୀ ତିଆରି କରି ବାହାରେ ବିଜ୍ରି କରୁଛନ୍ତି......
#ArgusNews #Odisha #Bhadrak #womensgroup #Handicraft
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app