ଚଳିତ ବର୍ଷ କୋଭିଡ କଟକଣା ମଧ୍ୟରେ ସମ୍ପୂର୍ଣ୍ଣ ନିରାଡ଼ମ୍ବର ଭାବେ ଚରମ୍ପାର 10 ଟି ପୂଜା ମଣ୍ଡପ ରେ 2 ଦିନ ଧରି ପୂଜା ପାଇ ଆସୁଥିଲେ ମା । ପୂଜା ପରି ବିସର୍ଜନ ମଧ୍ୟ ସମ୍ପୂର୍ଣ୍ଣ ନିରାଡ଼ମ୍ବର ଭାବେ ଆୟୋଜନ କରାଯାଇଛି । ଚଳିତ ବର୍ଷ ଅତି ଦୁଃଖ ସହକାରେ ମା ଙ୍କୁ ମେଲାଣି ଦିଆଯାଇଥିବା ବେଳେ ପୁଣି ଆର ବର୍ଷକୁ ଅପେକ୍ଷା କରିଛନ୍ତି ଜ଼ିଲ୍ଲାବାସୀ....
#ArgusNews #Odisha #Bhadrak #Kali_puja