କଳା ଓ କାରିଗରୀର ଗାଁ ଭାବେ ପରିଚିତ ପୁରୀ ଜିଲ୍ଲା ରଘୁରାଜପୁର
ଗତବର୍ଷ ଫୋନି ବାତ୍ୟାରେ ଶ୍ରୀହିନ ହୋଇପଡିଥିଲା ଐତିହ୍ୟ ଗାଁ ରଘୁରାଜପୁର । ଏବେ ପୁଣି କୋରୋନାର ଦ୍ୱିତୀୟ ଲହରୀର କଟକଣା ଆରମ୍ଭରୁ ଖାଁ ଖାଁ ହୋଇପଡିଲାଣି ପୁରୀ ଜିଲ୍ଲାର ରଘୁରାଜପୁର । କାର୍ଯ୍ୟ ଛାଡି ହାତ ବାନ୍ଧି ବସିଲେଣି ଶହ ଶହ କାରିଗର.....
#ArgusNews #Odisha #Puri #Art #Handmade