ଲୋକାର୍ପଣର 2ବର୍ଷ ପରେ ବି କାମରେ ଆସୁନି ଭଞ୍ଜନଗରର ଅତ୍ୟାଧୁନିକ ବସଷ୍ଟାଣ୍ଡ । 4କୋଟି ବ୍ୟୟରେ ଏହି ବସଷ୍ଟାଣ୍ଡ ନିର୍ମାଣ କରାଯାଇଥିଲା । ମାତ୍ର ଏବେ ବି ବନ୍ଦ ପଡିଥିବାରୁ ଯାତ୍ରୀମାନେ ବସ ପାଇଁ ଖରାବର୍ଷାରେ ରାସ୍ତାରେ ଠିଆ ହେଉଛନ୍ତି । କାହା ସ୍ୱାର୍ଥରେ ଏହି ବସଷ୍ଟାଣ୍ଡ ନିର୍ମାଣ କରାଯାଇଥିଲା ତାହା ଏବେ ବଡ ପ୍ରଶ୍ନ....
#ArgusNews #Odisha #Ganjam #Bhanjnagar #BusStand