ବ୍ୟାଚିଂ ପ୍ଲାଣ୍ଚରେ ନିର୍ମାଣ କାମକୁ ବିରୋଧ । ପ୍ରଦୂଷଣ ବଢିବା ଓ ବିଭିନ୍ନ ରୋଗରେ ହେଉଥିବା ଅଭିଯୋଗ କରି ନିର୍ମାଣ କାମ ଚାଲୁଥିବା ଗେଟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ସ୍ଥାନୀୟ ବାସିନ୍ଦା । ରେସିଡେଣ୍ଟ ଏରିଆରେ ବ୍ୟାଚିଂ ପ୍ଲାଣ୍ଟ ନିର୍ମାଣ କରିବା ପାଇଁ କିଏ ଅନୁମତି ଦେଲା ବୋଲି ପ୍ରଶ୍ନ କରି ଏହାକୁ ତୁରନ୍ତ ବନ୍ଦ କରିବା ପାଇଁ ଦାବି କରିଛନ୍ତି ଲୋକେ ....
#ArgusNews #Bhubaneswar_Tomando #Plant_Issue #Pollution