ବାଲେଶ୍ବର ଜିଲ୍ଲାରେ ସୋର ରେଲଓ୍ବେ ଷ୍ଟେସନ ଏକ ବ୍ୟାସ୍ଥ ବହୁଳ ରେଲଓ୍ବେ ଷ୍ଟେସନ । ଏହି ଷ୍ଟେସନ ଉପରେ ଜିଲ୍ଲାର 8ଟି ବ୍ଲକର 5ଲକ୍ଷରୁ ଉର୍ଦ୍ଧ ଲୋକ ନିର୍ଭର କରୁଛନ୍ତି। କିନ୍ତୁ ଦିର୍ଘ 20 ବର୍ଷ ଧରି ସୋର ରେଳ ଷ୍ଟେସନର ଅବ୍ୟବସ୍ତା ଲାଗି ରହିଛି। ଲୋକ ମାନେ ନାହିଁ ନଥିଵା ସମସ୍ୟା ଭୋଗ କରୁଥିବାର ଦେଖିବାକୁ ମିଳିଛି...
#ArgusNews #Odisha #Balasore #Soro #Railway_Station