ଏବର୍ଷ ହେବନି ଖଣ୍ଡଗିରି ଯାତ୍ରା । କୋଭିଡ କଟକଣା ମଧ୍ୟରେ ପାଳନ ହେବ ପରମ୍ପରା । ମାତ୍ର ଯାତ୍ରା ହେବନି କି କୌଣସି ପ୍ରକାର ଷ୍ଟଲ ଲାଗିବ ନାହିଁ । ଏଭଳି ନିଷ୍ପତ୍ତି ନେଇଛି ବିଏମସି । କରୋନା କଟ୍ଟକଣାକୁ ଦୁଷ୍ଟିରେ ରଖି ଏଭଳି ନିଷ୍ପତି ଗ୍ରହଣ କରାଯାଇଛି ....
#ArgusNews #Bhubaneswar #KhandagiriJatra
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app