ରାଜ୍ୟ ସରକାରଙ୍କ ରୋଜଗାର ଚିନ୍ତା । ଦାଦନ ପ୍ରବଣ ଜିଲ୍ଲା ଉପରେ ରହିବ ଫୋକସ୍ । ଶ୍ରମିକଙ୍କୁ ମଜୁରୀ ଦେବାରେ ବିଳମ୍ବ ହେଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଏସବୁ ଘୋଷଣା ପରେ ଗ୍ରାଉଣ୍ଡ ଜିରୋରେ ବାସ୍ତବ ସ୍ଥିତି ପରଖିଥିଲା ଅର୍ଗସ୍ ଟିମ୍...
#ArgusNews #Odisha #Migrant_Labour