ପ୍ରେମ ସତ୍ୟ, ଶିବ ଓ ସୁନ୍ଦର । ପ୍ରେମ ଏମିତି ଏକ ଶବ୍ଦ ଯାହା କାଳଜୟୀ । ଯୁଗେ ଯୁଗେ ପ୍ରେମ ଯେତିକି ଶାସ୍ବତ ସେତିକି ବି ଚିରନ୍ତନ । ପ୍ରେମକୁ ନେଇ ରହିଛି କେତେ କଥା କେତେ ଗାଥା । ସୁବର୍ଣ୍ଣପୁର ସହରରେ ଥିବା ଶଶିସେଣା ମନ୍ଦିର ଗାଉଛି ପ୍ରେମର ସଂଗୀତ । ଏକ ଶାଶ୍ବତ ପ୍ରେମକୁ ନେଇ ସୁବର୍ଣ୍ଣପୁରରେ ଏକ କାହାଣୀ ରହିଛି....
#ArgusNews #Odisha #Subarnapur #Love_Temple