ପୁରୀ ଜିଲ୍ଲାରେ ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକଳ ଚିତ୍ର
ଚକାଚକ ଡାକ୍ତରଖାନାରରେ ନାହଁନ୍ତି ଡାକ୍ତର । ଡାକ୍ତରଙ୍କ ବଦଳରେ ସ୍ୱାସ୍ଥ୍ୟକର୍ମୀ ବୁଝୁଛନ୍ତି ରୋଗୀଙ୍କ ଭଳମନ୍ଦ । ଏ ହେଉଛି ପୁରୀ ଜିଲ୍ଲା କଣାସ ବ୍ଲକ ଗଡିଶାଗେଦା ସ୍ବାସ୍ଥ୍ୟକେନ୍ଦ୍ରର ଦୃଶ୍ୟ । ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଯୁକ୍ତି ପାଇଛନ୍ତି କେବଳ ଜଣେ ମାତ୍ର ମହିଳା ଆୟୁଷ ଡାକ୍ତର....
#ArgusNews #Odisha #Puri #Hospital #Doctors