ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଫଟୋକୁ ବିବାଦିତ କରିବାର ହୀନ ଉଦ୍ୟମ । ଫଟୋଟି ଅଭିନେତା ପ୍ରସନଜିତଙ୍କର ବୋଲି ଟିଏମ୍ସି ନେତ୍ରୀ ମହୁଆ ମୋଇତ୍ରାଙ୍କ ଆକ୍ଷେପ ପରେ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ସୃଷ୍ଟି ହୋଇଥିଲା । ତେବେ ଫଟୋଟି କୌଣସି ଅଭିନେତାଙ୍କର ନୁହେଁ ବୋଲି ସ୍ପଷ୍ଟୀକରଣ ଦେଇଛନ୍ତି ନେତାଜୀଙ୍କ ନାତି...
#ArgusNews #National #Netaji_Photo #Controvercy