ବୁର୍ଲା ଭିସୁଟରେ କରୋନା ସଂକ୍ରମଣ ବୁଦ୍ଧି ପାଇ ରାଜ୍ୟ ସରକାର ତତ୍ପରତା ହୋଇଛନ୍ତି । ଆଗକୁ ସଂକ୍ରମଣ ବୁଦ୍ଧି ଯେଭଳି ନ ହେବ ସେନେଇ ବ୍ୟବସ୍ଥା କରାଯାଉଛି । ୫ ରାଜ୍ୟରେ କରୋନା ସଂକ୍ରମଣ ହେବା ପରେ ରାଜ୍ୟସରକାର ଓ ସ୍ବାସ୍ଥ୍ୟ ବିଭାଗ ତତ୍ପରତା ରହିଛି : ସ୍ଵାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ
#ArgusNews #Burla #Vssut #NabaDas #Corona
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app