ଗୋପାଳପୁର ବେଳାଭୂମି ଉପରେ ନିର୍ଭର ଚଳନ୍ତି 8 ହଜାରରୁ ଉର୍ଦ୍ଧ୍ୱ ମତ୍ସ୍ୟଜୀବୀ । କିନ୍ତୁ ସମସ୍ତଙ୍କ ଜୀବିକା ଏବେ ବିପଦରେ..। ଏଠାରେ ବ୍ଲୁ ଫ୍ଲାଗ ବିଚ ପାଇଁ ସରକାର ଏବେ ନିଷ୍ପତ୍ତି ନେଇଛନ୍ତି । ଯାହାକୁ ବିରୋଧ କରିଛନ୍ତି ମତ୍ସ୍ୟଜୀବୀ....
#ArgusNews #Odisha #Ganjam #Gopalpur #Fisherman #Bluflag_Beech