#ସୂର୍ଯ୍ୟଙ୍କ_ମୁହଁରେ_ଚନ୍ଦ୍ରଙ୍କ_କଥା !
ଚନ୍ଦ୍ରଙ୍କ ପ୍ରଶଂସାରେ ଶତମୁଖ ରାଜ୍ୟ ସରକାରଙ୍କ କ୍ୟାବିନେଟ୍ ମିନିଷ୍ଟର ଅରୁଣ ସାହୁ । ଆଉ କବି ସୁଲଭ ଗୁଣରେ ତେରଚ୍ଛା ବାଣ ମାରିଛନ୍ତି ଡ. ଅରୁଣ ସାହୁ । ଆଉ ଅରୁଣଙ୍କ ଏପରି ଟୁଇଟକୁ ନେଇ ରାଜନୈତିକ ମହଲରେ ଭିନ୍ନ ଚର୍ଚ୍ଚା...
#ArgusNews #Odisha #BJD Dr. Arun Kumar Sahoo #political_war