ସୂଚନା ଅଧିକାର କର୍ମିଙ୍କୁ ସୁରକ୍ଷା ଦିଅ । ଅଭିଯୋଗ ଅନୁସାରେ କଣ କାର୍ଯ୍ୟାନୁଷ୍ଠାନ ନେଇଛ 4 ସପ୍ତାହ ଭିତରେ ଜଣାଅ । କେନ୍ଦ୍ରାପଡାର ସୂଚନାଅଧିକାର କର୍ମି ଅମିତାଭ ଚାନ୍ଦଙ୍କୁ ହତ୍ୟା ପାଇଁ ହୋଇଥିବା ଷଡଯନ୍ତ୍ର ମାମଲାରେ କେନ୍ଦ୍ରାପଡା ଏସପିଙ୍କୁ ଏଭଳି କିଛି ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ମାନବାଧିକାର କମିଶନ....
#ArgusNews #Odisha #Kendrapada #RTI #Human_Right