ବିଜେଡିରେ ଭାଇଗିରି.....ଭାଇ କହିଲେ ଯୁଦ୍ଧ କରିବି.... ଭାଇ କହିଲେ ହାଣିଦେବି.....ବିଧାୟକଙ୍କ ଉପସ୍ଥିତରେ ଏପରି ଭାଷଣ ଦେଇ ଏବେ ଚର୍ଚ୍ଚାକୁ ଆସିଛନ୍ତି ବିଜେଡି ନେତା । ଆଉ ବିଜେଡି ନେତାଙ୍କ ଏପରି ଭାଷଣ ସମୟରେ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ନୀରବତା ବିଜୁ ଜନତା ଦଳ ଆଡେ ପ୍ରଶ୍ନ ଉଠାଇଛି.....
#ArgusNews #Odisha #BJD #Umakanta_Samantaray
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app