ସାରା ବିଶ୍ୱ ଏବେ କୋରୋନାକୁ ନେଇ ଚିନ୍ତାରେ... ଏହି ସମୟରେ ଲୋକମାନେ ନିଜର ରୋଗପ୍ରତିରୋଧକ ଶକ୍ତି ବଢାଇବା ସହ ଏହି ମହାମାରୀଠାରୁ ଦୂରେଇ ରହିବାକୁ ଚାହୁଁଛନ୍ତି । ତେବେ ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ କାଢା ପିଇବା ନିମନ୍ତେ କୁହାଯାଉଛି । ବାଲେଶ୍ୱର ସହରରେ ଧୀରେ ଧୀରେ ଏହି କାଢାର ଚାହିଦା ଦେଖିବାକୁ ମିଳୁଛି ।...
#TheArgus #ArgusNews #ArgusOdisha #Baleswar #Corona