ପୁଣି ଫେରିପାରେ ଲକଡାଉନ ସଟଡାଉନ । ମହାରାଷ୍ଟ୍ର ଓ କେରଳ ରେ ବ୍ରିଟେନ ଷ୍ଟ୍ରେନ ଯୋଗୁଁ ସଂକ୍ରମଣ ବଢ଼ିବା ପରେ ଓଡିଶା ରେ ମଧ୍ୟ ସଂକ୍ରମଣ ବଢ଼ିଲେ ପୁଣି କଟକଣା ଆରମ୍ଭ ହୋଇପାରେ ବୋଲି ସତର୍କ କରାଇଛନ୍ତି ଡିଏମଇଟି ସିବିକେ ମହାନ୍ତି । ସେପଟେ ଷ୍ଟ୍ରେନ ଆସିବା ପୂର୍ବରୁ ସତର୍କ ରହିବାକୁ ସମସ୍ତ ଜିଲ୍ଲାପାଳ, ମ୍ୟୁନସିପାଲ କମିଶନର,ଏସପି, ଡିସିପି ଓ ପୋଲିସ କମିଶନରଙ୍କୁ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପଦୀପ୍ତ ମହାପାତ୍ର ...
#ArgusNews #OdishaNews #COVID19 #corona
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app