ବଡ଼ପାଳ ସେବା ସମବାୟ ସମିତିରେ ଚାଷୀ ଏବେ ହତାଶ । 25 ତାରିଖ ରେ ଧାନ ଦେବାପାଇଁ ଟୋକନ ପାଇଥିବା ଚାଷୀ ଏବେ ଆଉ ଧାନ ଦେଇପାରୁ ନାହିଁ। ଟାର୍ଗେଟ ନଥିବା କହି ଧାନ ନେଉନାହାନ୍ତି ସମ୍ପାଦକ । ଫଳରେ ଋଣ କରି ଚାଷ କରିଥିବା ଚାଷୀ ଏବେ କେମିତି ଋଣ ସୁଝିବ ଏନେଇ ଅଡୁଆରେ ପଡିଛନ୍ତି । ଯଦି ସି ଏସ ଓ ଏବଂ ଜିଲ୍ଲାପାଳ ଚାଷୀଙ୍କର ଧାନ ନ ନିଅନ୍ତି ତେବେ ଆଗାମୀ ଦିନରେ ଚାଷୀମାନେ ଜିଲ୍ଲାପାଳଙ୍କ ଅଫିସ ଆଗରେ ଗଣ ଆତ୍ମାହୁତି ଦେବାକୁ ଚେତାବନୀ ଦେଇଛନ୍ତି ...
#ArgusNews #Balasore #DhanaMandi #CoOperative
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app