ପବିତ୍ର ଗୁରୁ ଦିବସ ଅବସରରେ ଆଜି ବୋୖଦ୍ଧ ଜ଼ିଲ୍ଲାର ଜଣେ ଦକ୍ଷ ଶିକ୍ଷକଙ୍କୁ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜାତୀୟ ସମ୍ମାନରେ ସମ୍ମାନିତ କରିବେ । ସମଗ୍ର ଓଡିଶା ପାଇଁ ଗର୍ବ ସାଜିଥିବା ଏହି ମହାନ ଶିକ୍ଷକ ଜଣକ ହେଉଛନ୍ତି ଜିଲ୍ଲାର ସରସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁ ....
#ArgusNews #Boudha #TeachersDay