ବାଲେଶ୍ବର ଜିଲ୍ଲା ସଦର ବ୍ଲକ କଷାଫଳ ଗ୍ରାମପଞ୍ଚାୟତର ସରପଂଚ ବିଜୟ କୁମାର ଭୁୟାଁଙ୍କ ନାଁରେ ଦୁର୍ନୀତିର ଲମ୍ବା ଫର୍ଦ୍ଦ । ସମସ୍ତ ସରକାରୀ ନିୟମକୁ ଉଲଘଂନ କରି ଲକ୍ଷଲକ୍ଷ ଟଙ୍କା ଆତ୍ମସାତ୍ କରିଥିବା ପରି ସଂଗୀନ ଅଭିଯୋଗ ଆସିଛି ବିଜୟଙ୍କ ନାମରେ । ସେପେଟ ସମସ୍ତ ଅଭିଯୋଗକୁ ଖଣ୍ଡନ କରିବା ସହ ଏହା ତାଙ୍କ ବିରୋଧରେ ଏକ ଷଡଯନ୍ତ୍ର ବୋଲି କହିଛନ୍ତି ବିଜୟ....
#ArgusNews #Odisha #Balasore #Corrupt_Sarapanch