ଆଗକୁ ଆସୁଛି ଦଶହରା । ମାଙ୍କ ପୂଜା ପାଇଁ ସମୟ କମ ଥିବାବେଳେ ମୂର୍ତ୍ତି ଉଚ୍ଚତା ବିବାଦ ତୁଟି ନଥିବାରୁ ଚିନ୍ତାରେ ସହରର ସମସ୍ତ ପୂଜା କମିଟି ଏବଂ ଶାନ୍ତି କମିଟି । ସେପଟେ ଦଶହରାକୁ ଶାନ୍ତିଶୃଙ୍ଖଳାର ଶେଷ କରିବାକୁ ଲକ୍ଷ୍ୟ ରଖିଛି କମିଶନରେଟ ପୋଲିସ ....
#ArgusNews #Dusshera_Preparation #Cuttack