ପାକିସ୍ତାନରେ ଆନ୍ଦୋଳନ, ଆନ୍ଦୋଳନକାରୀଙ୍କ ହାତରେ ମୋଦି ପ୍ଲାକାର୍ଡ଼ । ସ୍ୱତନ୍ତ୍ର ସିନ୍ଧୁଦେଶ ଗଠନ ପାଇଁ ରାସ୍ତାରେ ଆନ୍ଦୋଳନକାରୀ । ଆତଙ୍କବାଦୀ ପାକିସ୍ତାନରୁ ଅଲଗା ହେବା ପାଇଁ ସଂକଳ୍ପ ନେବା ସହିତ ଲୋଡ଼ିଛନ୍ତି ଭାରତର ସହାୟତା । ଭାରତ ଯେପରି ପାକିସ୍ତାନକୁ ହରାଇ ବାଂଲାଦେଶ ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା ସେପରି ଏବେ ସିନ୍ଧୁମାନଙ୍କୁ ସାହାଯ୍ୟ କରି ସ୍ୱତନ୍ତ୍ର ଦେଶ ଗଠନରେ ସାହାଯ୍ୟ କରିବାକୁ ସେମାନେ ମୋଦିଙ୍କ ସହୟତା ଆବଶ୍ୟକ ବୋଲି ଇଛା କରିଛନ୍ତି ......
#ArgusNews #INDIA #Pakistan #Sindhu_desh #NarendraModi
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app