ଭୁବନେଶ୍ୱର ବାସୀଙ୍କୁ ଅନୁରୋଧ ସରକାର ଏବଂ ବିଏମସି ତରଫରୁ କୋଭିଡ ପାଇଁ ଯାହା କଟକଣା ଅଛି ମାନନ୍ତୁ ।ବାହାରେ ହୋଲି ଖେଲନ୍ତୁ ନାହିଁ ନିଜ ପରିବାର ସହ ଘର ଭିତରେ ହୋଲି ପାଳନ କରନ୍ତୁ । ଯେଉଁ ମାନେ କଟକଣା କୁ ନମାନି ବାହାରେ ହୋଲି ଖେଳିବେ ସେମାନଙ୍କ ଉପରେ ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଏ ନେଇ ପତିକ୍ରିୟା ରଖ୍ଲେ ଡିସିପି...
#ArgusNews #Odisha #Holi #Covid #BMC #CoronaGuidelines