କଟକ ମହାନଗର ନିଗମ ନିର୍ବାଚନକୁ ନେଇ ଆରମ୍ଭ ହେଲାଣି ପ୍ରସ୍ତୁତି । ଅଣ୍ଟା ଭିଡ଼ିଲେଣି ବିଜେଡି, ବିଜେପି ଓ କଂଗ୍ରେସ । କଟକ ମହାନଗର ନିଗମକୁ କବଜା କରିବା ପାଇଁ ତିଆରି ହେଲାଣି ରୋଡମ୍ୟାପ୍। ନିଜ ନିଜ ସଂଗଠନକୁ ମଜବୁତ କରିବା ପାଇଁ ତୃଣମୂଳ ସ୍ତରରୁ ଆରମ୍ଭ ହୋଇଯାଇଛି ପ୍ରୟାସ..
#ArgusNews #Cuttack #Election
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app