ବେଆଇନ କରତକଳ ଉପରେ ବନ ବିଭାଗର ଚଢ଼ାଉ । ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ହାକପଡ଼ା ସ୍ଥିତ ପ୍ରତାପ ସ୍ୱାଇଁଙ୍କ ବେଆଇନ କରତକଳ ଉପରେ ଚଢ଼ାଉ କରିଛି ବନବିଭାଗ । ଖୋର୍ଦ୍ଧା ବନବିଭାଗ, ଡେଲାଙ୍ଗ ବନବିଭାଗର କର୍ମଚାରୀ ଏବଂ ଡେଲାଙ୍ଗ ପୋଲିସ ମିଳିତ ଭାବେ ଚଢ଼ାଉ କରି ବହୁ ଯନ୍ତ୍ରାଂଶ ଏବଂ ମୂଲ୍ୟବାନ କାଠ ସବୁ ଜବତ କରିଛନ୍ତି ....
#ArgusNews #Odisha #Puri #Delanga #IlligalWoodSeized #IlligalSawMill #IIlligalSawMillSeized
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app