ତାରରେ ଝୁଲୁଛି ଜୀବନ .....ତଳେ ଅକାତ କାତ ପାଣି । ହାତ ଖସିଲେ ଜୀବନ ଗଲା । ଏମିତି ବିପଦ ସଙ୍କୁଳ ଅବସ୍ଥାରେ ପ୍ରତିଦିନ ଜୀବନକୁ ବାଜି ଲଗାଇ ନଦୀପାର୍ ହୋଇ ଯାଉଛନ୍ତି କନ୍ଧମାଳ କେ. ନୂଆ ଗାଁ ବ୍ଲକର 8 ଖଣ୍ଡ ଗାଁର ଲୋକେ ...
#ArgusNews #Kandhamala #Baliguda #Wire