ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ନୂଆ ଟ୍ୱିଷ୍ଟ । ଆଦିତ୍ୟଙ୍କ ବାପାମାଆ ସିବିଆଇ ତଦନ୍ତ ଦାବିରେ ସୁପ୍ରିମକୋର୍ଟରେ ପିଟିସନ ଫାଇଲ କରିଥିବା ବେଳେ ଆଜି ସୋସିଆଲ ମିଡିଆରେ ମୁହଁ ଖୋଲିଛନ୍ତି ବିଦ୍ୟାଶ୍ରୀ । ତଦନ୍ତ ନେଇ ବିଦ୍ୟାଶ୍ରୀ ଜିଆରପିକୁ ଦୋଷ ଦେବା ସହ ଶାଶୁଘର ଲୋକ ତାଙ୍କୁ ପଚାରୁନଥିବା ଅଭିଯୋଗ ଆଣିଛନ୍ତି...
#ArgusNews #Odisha #Aditya_Das_Case #CBI