ଅତ୍ୟାବଶ୍ୟକ ସାମଗ୍ରୀ ଦରରେ ଲାଗୁନି ଲଗାମ । ବୃଦ୍ଧି ହେବାରେ ଲାଗିଛି ଡାଲି ଓ ଖାଇବା ତେଲର ଦର । ଆଗକୁ ଆହୁରି ଦରବୃଦ୍ଧି ନେଇ ବ୍ୟବସାୟୀଙ୍କ ଆକଳନ । ଟ୍ରାନ୍ସପୋର୍ଟ ଚାର୍ଜ ଅଧିକ ପଡୁଥିବାରୁ ତେଲ ଓ ଡାଲି ଜାତୀୟ ସାମଗ୍ରୀର ଦର ବୃଦ୍ଧି ପାଉଥିବା ବ୍ୟବସାୟୀଙ୍କ ମତ....
#ArgusNews #Odisha #Cuttack #Food_Price