ବଞ୍ଚିବା ପାଇଁ ଚାଲିଛି ସଂଘର୍ଷ
କେନ୍ଦୁଝର ଜିଲ୍ଲା ଘଷିପୂରା ବ୍ଲକ ପଥରପଦା ଗ୍ରାମର କାଠିଆ । 3 ଝିଅ ଓ ସ୍ତ୍ରୀଙ୍କୁ ନେଇ ଚଳୁଥିଲେ କାଠିଆ । କିନ୍ତୁ ହସଖୁସିର ସଂସାରରେ ମାଡ଼ିଗଲା କଳାର ଛାୟା । ଦୁଇ ବର୍ଷ ତଳେ ଦେହ ଖରାପ ହେବାରୁ ଡାକ୍ତରଙ୍କୁ ଦେଖାଇଥିଲେ । ପରେ ତାଙ୍କ ଠାରେ କୀଡନି ରୋଗର ଶିକାର ହୋଇଥିଲେ । ଯାହାକୁ ନେଇ ଟଙ୍କା ଅଭାବରୁ ସଠିକ ଚିକିତ୍ସା ହୋଇ ନପାରି ରୋଜଗାରିଆ ପୁଅ ବର୍ତ୍ତମାନ ବିଛଣାରେ.......
#ArgusNews #Odisha #Kendujhar #Money_Problem
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍