ବାଲେଶ୍ୱର ସଦର ବ୍ଲକ ଦଉଡିଭଙ୍ଗାର ଏ ହେଉଛନ୍ତି ଗଜେନ୍ଦ୍ର ନାଥ ସାହୁ। ବୟସ 80ବର୍ଷ। ଗଜେନ୍ଦ୍ରଙ୍କ ଦୁଇ ପୁଅ ଥିଲେ ସୁଦ୍ଧା ମାଆଙ୍କର ଶବ ସତ୍କାର ପାଇଁ କେହି ଆସୁନାହାନ୍ତି। ଏଭଳି ସ୍ଥିତିରେ ସହାୟତର ହାତ ବଢ଼ାଇଛନ୍ତି ଏକ ସାମାଜିକ ସଂଗଠନର କର୍ମକର୍ତ୍ତାମାନେ....
#ArgusNews #Odisha #Balasore #Asahaya