କୋଭିଡ ପରିଚାଳନାରେ ବିଭ୍ରାଟ ପ୍ରସଙ୍ଗକୁ ତାତିଲା ବିଧାନସଭା । ମୁଲତବୀ ନୋଟିସ ଆଲୋଚନା ବେଳେ ବିରୋଧୀ ଅଭିଯୋଗ କରିଛନ୍ତି. ରାଜ୍ୟରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ବିପର୍ଯ୍ୟସ୍ତ, କୋମାରେ ସରକାର । ରୋଗୀଙ୍କୁ ଚିକିତ୍ସା ମିଳୁନଥିବା ବେଳେ, ମିଥ୍ୟା ପ୍ରଚାର କରି ଖାଲି ଶ୍ରେୟ ନେବାକୁ ଚାହୁଁଛନ୍ତି ...
#ArgusNews #Covid_Mismanagment #Assembly