ଉପନିର୍ବାଚନ ପୂର୍ବରୁ ଜମି ବିବାଦର ସମାଧାନ ପାଇଁ ଦାବି ଉଠାଇଲେ ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ହରିରାଜପୁର ପଞ୍ଚାୟତବାସୀ । 2012 ମସିହାରେ ଶ୍ରୀମନ୍ଦିର ପ୍ରଶାସନ ଅଧିକକୁ ଜମିର ମାଲିକାନା ସତ୍ତ୍ୱେ ଚାଲିଯାଇଥିବା ବେଳେ ଏହାକୁ ଫେରିପାଇବା ପାଇଁ ଦାବି ଦୋହରାଇଛନ୍ତି ଗ୍ରାମବାସୀ । ଜମି ନଫେରିଲେ ଭୋଟ ବର୍ଜନ ପାଇଁ ଦେଇଛନ୍ତି ଚେତାବନୀ...
#ArgusNews #Odisha #Puri #Pipili #By_Election #Land_Issue