ପୁରୀ ନିମାପଡାରେ ବାମନାଳ ପଞ୍ଚାୟତ ଗଦେଇ ଜେନା ସେବା ସମବାୟ ସମତିରେ ଚାଷୀ ଅସନ୍ତୋଷ । 2016 ମସିହାରେ ନିର୍ମାଣ ହୋଇଥିବା ସେବାସମବାୟ ସମିତି ଗୋଦାମ ଗୃହ ଓ କାର୍ଯ୍ୟାଳୟ ଭଡାଘରେ ଚାଲିଛି । ବିଶେଷକରି 32 ଲକ୍ଷ 52 ହଜାର 206 ଟଙ୍କାରେ ନିର୍ମାଣଧିନ କାର୍ଯ୍ୟ ଉଦଘାଟନ ପୂର୍ଵରୁ ଏହା ଭୁତକୋଠି ପାଲଟିଲାଣି.....
#ArgusNews #Odisha #Puri #Nimapada #Farmer