ରାଜଧାନୀର ଛାତି ଉପରେ ଦୀର୍ଘ 54 ଦିନ ଧରି ଧାରଣା ଦେଉଛନ୍ତି କୋରୋନା ଯୋଦ୍ଧା । ନା କେହି ଶୁଣୁଛନ୍ତି, ନା କାହା ସହ ଚାଲିଛି ଆଲୋଚନା । କିନ୍ତୁ ସ୍ୱାସ୍ଥ୍ୟକର୍ମୀଙ୍କ ଏ ଧାରଣାକୁ ଭଣ୍ଡୁର କରିବା ପାଇଁ ଚାଲିଛି ଷଡ଼ଯନ୍ତ୍ର । ଯାହାର ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି କୋରୋନା ଯୋଦ୍ଧା
#ArgusNews #Odisha #ANM #Covid19
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app