ରାଜ୍ୟ ରେ ଲାଗୁ ହୋଇପାରେ ଦିନ ବେଳା କର୍ଫ୍ୟୁ । ଏନେଇ ସରକାର ଚିନ୍ତା କରୁଥିବା କହିଲେ ବାଚସ୍ପତି ରାଜ୍ୟରେ କରୋନା ଦ୍ୱିତୀୟ ଷ୍ଟ୍ରେଣ୍ଡ ଆସିଥିବାରୁ ସମସ୍ତେ ସଚେତନ ହେବା ସହ କୋଭିଡ ନିୟମ ମାନିବା ଦରକାର ବୋଲି କହିଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର...
#ArgusNews #Odisha #OdishaAssemblySpeaker #SuryanarayanPatra