ଦୁର୍ନୀତିର ଗନ୍ତାଘର ପାଲଟିଛି ପୁରୀ ଜିଲ୍ଲାର ଅସ୍ତରଙ୍ଗ ବ୍ଳକ । ମହାମାରୀରେ ଗରିବ ହିତାଧିକାରୀଙ୍କ ପାଇଁ ଆସିଥିବା ଟଙ୍କା ଓ ଚାଉଳ ଚଳୁ । ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରେ ଶହଶହ ଜାଲ ହିତାଧିକାରୀ ସୃଷ୍ଟି କରାଯାଇ ରାସନ ଚଳୁ ହୋଇଛି...
#ArgusNews #Odisha #Puri #Astaranga #Ration #Corruption