ବଡ ନଦୀ ପାଇଁ ବଡଚିନ୍ତା......ମୃତ୍ୟୁ ମୁହାଁ ମହାନଦୀ । ମହାନଦୀ ପାଇଁ ମାଡି ଆସୁଛି ମହାବିପଦ । ଗଭୀର ଜଳରାଶିର ସ୍ଥାନ ନେଉଛି ମାଟି ଓ ବାଲି । ତେବେ ଏହା କୌଣସି ଜ୍ୟୋତିଷଙ୍କ ଭବିଷ୍ୟବାଣୀ ନୁହେଁ । ଓଡିଶାର ସର୍ବବୃହତ ନଦୀ ମହାନଦୀର ବର୍ତ୍ତମାନର ଚିତ୍ର ହିଁ ସବୁ ବୟାନ କରୁଛି....
#ArgusNews #Odisha #Mahanadi_River #Danger