2022 ସୁଦ୍ଧା ସମସ୍ତ ଗରିବ ଖଟିଖିଆଙ୍କୁ ପକ୍କାଘର ଯୋଗାଇ ଦିଆଯିବାର ଯୋଜନା କରିଛନ୍ତି ସରକାର। ଏଥିପାଇଁ ପକ୍କା ଘର ଦିଆଯିବା କଥା । ହେଲେ କିଛି ଅସାଧୁ କର୍ମଚାରୀଙ୍କ ଯୋଗୁଁ ଯୋଜନା ପାଇଁ ଥିବା ଅର୍ଥ ରାଶି କିଭଳି ଅପାତ୍ରରେ ଯାଉଛି ଦେଖନ୍ତୁ ଏହି ରିପୋର୍ଟ ....
#ArgusNews #Odisha #AbasScam #GovtYijanaFailed #Sundargarh
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app