ପୁଣି ମାତିଲେ ମାଓ । ନୂଆପଡାରେ ଲ୍ୟାଣ୍ଡମାଇନ ବିଛାଇ ବିସ୍ଫୋରଣ ଉଦ୍ୟମ ପଣ୍ଡ । କୋମ୍ବିଂ ଅପରେସନ ବେଳେ ଯବାନମାନେ ଲ୍ୟାଣ୍ଡମାଇନ ଠାବ କରିବା ସହ ବିପୁଳ ପରିମାଣର ବିସ୍ଫୋରକ ଜବତ କରିଛନ୍ତି । ସେପଟେ ମାଲକାନଗିରିରେ ମଧ୍ୟ ଯବାନମାନେ 7ଟି ମାଓକ୍ୟାମ୍ପ ଠାବ କରିବା ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛନ୍ତି ...
#ArgusNews #Odisha #Nuapada #landmine #CRCF
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app