ରଣଭୂମି ପଶ୍ଚିମ ଓଡିଶା । ଉଭୟ ବିଜେଡି ଓ ବିଜେପିର ଫୋକସରେ ପଶ୍ଚିମ ଓଡିଶାର ଚାଷୀ । କଳାହାଣ୍ଡିରେ ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ ଆଳରେ 70 ବିଧାୟକଙ୍କୁ ନେଇ ବିଜେଡି ଦମ ଦେଖାଇବା ପରେ ଆଜି ଚାଷୀଙ୍କ ଧାନକିଣା ଅବ୍ୟବସ୍ଥାକୁ ନେଇ ସମ୍ବଲପୁରରେ ଗର୍ଜିଛି ବିଜେପି ..
#ArgusNews #Odisha #BJP #BJD
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app