କେବେ ସମ୍ପୂର୍ଣ୍ଣ ହେବ ବିଜୁ ସେତୁ ?
ଗ୍ରାମବାସୀଙ୍କ ସୁବିଧା ପାଇଁ ଖୋର୍ଦ୍ଧାର ମଲାଗୁଣୀ ନଦୀରେ ସେତୁ ପାଇଁ ଶୁଭ ଦିଆଗଲା । କିନ୍ତୁ ଏହା ଭିତରେ 4ବର୍ଷ ବିତିଲାଣି । ସେତୁ କାମ ଆରମ୍ଭ ହୋଇଛି ସତ କିନ୍ତୁ କେବଳ ମୂଳଦୁଆ ପକାଇ ଚୁପ ବସିପଡିଛି ବିଭାଗ। ବିଜୁ ସେତୁ ଯୋଜନାରେ ସେତୁ ନିର୍ମାଣ କରାଯାଉଥିବା ବେଳେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁ କାମ ଅଟକି ରହିଥିବା ଅଭିଯୋଗ ହୋଇଛି......
#ArgusNews #Odisha #Khordha #Bijusetuyojana
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app