ହତ୍ୟା ଅଭିଯୁକ୍ତକୁ ସଜା ଶୁଣାଇଲେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ । ମୟୂରଭଂଜ ଜିଲ୍ଲାର ବିଶୋଇ ଥାନା ଅନ୍ତର୍ଗତ ବଣପୋଖରିଆ ଗାଁ ଜୁଡିଆ ନାଳରେ ୨୦୧୬ରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିଲା । ଏହି ଅଭିଯୋଗରେ ବଣପୋଖରିଆ ଗ୍ରାମର ଜିତରାୟ ସୋରେନଙ୍କୁ ଗିରଫ କରାଯାଇଥିଲା .....
#ArgusNews #Mayurbhanj
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app