ରୋପ୍ୟ ନଗରୀରେ ନକଲି ସୁନା । ଖାଦ୍ୟ ସାମଗ୍ରୀ ପରେ ଏବେ କଟକ ସହରରେ ମାଳ ମାଳ ନକଲି ସୁନା ବେପାରୀ। ନକଲି ସୁନା ବିକି ଲୋକଙ୍କୁ ଲକ୍ଷ ଲକ୍ଷ ଟଙ୍କାର ଚୂନ ଲଗାଉଛନ୍ତି ଅସାଧୁ ସୁନା ବେପାରୀ। ଖାଲି ଏତିକି ନୁହେଁ ଜିଏସଟି ନମ୍ବର ନଥାଇ ଲୋକଙ୍କଠାରୁ ଆଦାୟ କରୁଛନ୍ତି ଟିକସ। ସେପଟେ ଠକାମୀର ଶିକାର ହୋଇଥିବା ଲୋକେ ଅସାଧୁ ଦୋକାନକୁ ସିଲ୍ କରିବା ପାଇଁ ଦାବି କରିଛନ୍ତି....
#ArgusNews #Odisha #Cuttack #Duplicate_Gold